ଆଜିର ଖବର ବ୍ରାଏନ୍ ଲାରାଙ୍କ ମହାନ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ୍: ଇଂଲଣ୍ଡ ମାଟିରେ ରଚିଲେ ଇତିହାସ ନୂଆଦିଲ୍ଲୀ: ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି। ଗିଲ୍ ପ୍ରଥମ ଇନିଂସରେ ଐତିହାସିକ ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ଗିଲ୍ ଦ୍ୱିତୀୟ…