ଆଜିର ଖବର ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଲକ୍ଷୀମପୁର ଖେରି ଜିଲ୍ଲାର ମୋହମ୍ମଦି ତହସିଲ ଅଞ୍ଚଳର ମିଆଁପୁରରେ ପହଞ୍ଚିଥିଲେ, ଯେଉଁଠାରେ ସେ ମିଆଁପୁରର ନାମ ପରିବର୍ତ୍ତନ…