ଆଜିର ଖବର ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ଡରୁଥିଲେ ଶୋଏବ ଅଖତର: ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ଶୋଏବ ଅଖତର ତାଙ୍କ ଦ୍ରୁତ ବୋଲିଂ ସହିତ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଙ୍କୁ ମଧ୍ୟ ଡରାଇଛନ୍ତି। ବିରେନ୍ଦର ସେହୱାଗ ଥରେ କହିଥଲେ ଯେ, ମୁଥିୟା ମୁରଲୀଧରନଙ୍କ ପରେ…