ଆଜିର ଖବର ହ୍ରାସ ପାଇବ କି ବିଜେପିର ସାଂସଦଙ୍କ ସଂଖ୍ୟା?: ହାଇକୋର୍ଟରେ ହେଲା ଆବେଦନ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି ସାଂସଦଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ ନିର୍ବାଚନ ବାତିଲ କରାଯିବାକୁ ଦାବି କରାଯାଇଛି।…