ଆଜିର ଖବର ଇସ୍ରାଏଲ-ହମାସ୍ ଯୁଦ୍ଧରେ ୧୮୬୦୦୦ ଲୋକଙ୍କ ପ୍ରାଣହାନୀ, ରିପୋର୍ଟରେ ବଡ ଦାବି ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧକୁ ପ୍ରାୟ ୯ ମାସ ବିତିଯାଇଛି। ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ବର୍ତ୍ତମାନ ୩୮,୦୦୦ ରୁ ଅଧିକ…