ଆଜିର ଖବର ଲାଲୁ ଯାଦବଙ୍କ ବଢ଼ିଲା ସମସ୍ୟା, ଏହି ମାମଲା ଚଲାଇବାକୁ ରାଷ୍ଟ୍ରପତି ଦେଲେ ଅନୁମତି ନୂଆଦିଲ୍ଲୀ: ଚାକିରି ପାଇଁ ଜମି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସମସ୍ୟା ବଢ଼ିବା ପରି ମନେ ହେଉଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଡି…