ଆଜିର ଖବର ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ପାକିସ୍ତାନର ପରିବାରକୁ ଭୂମି ଅଧିକାର, ୧୦ ହଜାର ପରିବାରରେ ଖୁସି ନୂଆଦିଲ୍ଲୀ: ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରୁ ବିସ୍ଥାପିତ ହୋଇ ରାଜ୍ୟରେ ବସତି ସ୍ଥାପନ କରିଥିବା ପରିବାରକୁ ଆଇନଗତ ଭୂମି ମାଲିକାନା ପ୍ରଦାନ କରିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ…