ଆଜିର ଖବର ସ୍ମାର୍ଟଫୋନ୍, ଲାପଟପ୍ ଓ ସ୍ମାର୍ଟ ଟିଭି ହୋଇପାରେ ଶସ୍ତା! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତିରେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି ନୂଆଦିଲ୍ଲୀ: ସ୍ମାର୍ଟଫୋନ୍, ଲାପଟପ୍ କିମ୍ବା ସ୍ମାର୍ଟ ଟିଭି କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଆଗାମୀ ଦିନରେ ଆପଣଙ୍କ ପାଇଁ ଭଲ ଖବର ଆସିପାରେ। ଏହି ଇଲେକ୍ଟ୍ରୋନିକ୍…