ଆଜିର ଖବର ପରୀକ୍ଷା ହେଲା ଆଉ ଏକ କ୍ଷେପଣାସ୍ତ୍ର ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ନୂଆଦିଲ୍ଲୀ: ଅହମଦନଗରସ୍ଥିତ ଆର୍ମୋର୍ଡ୍ କର୍ପସ୍ ସେଣ୍ଟର୍ ଆଣ୍ଡ୍ ସ୍କୁଲ୍ସ୍ଥିତ କେ କେ ରେଞ୍ଜ୍ର୍ ଅର୍ଜୁନ୍ କମାଣରୁ ତା’ର ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କରିଛି।…