ଆଜିର ଖବର ISI ନିର୍ଦ୍ଦେଶରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର!: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଗିରଫ ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ମେଟ୍ରୋ ପୋଷ୍ଟର ମାମଲାରେ ସମ୍ପ୍ରତି ଗିରଫ ହୋଇଥିବା ମଡ୍ୟୁଲର ହ୍ୟାଣ୍ଡଲର ଲସ୍କର-ଏ-ତୈୟବା ଆତଙ୍କବାଦୀ ଶବ୍ବୀର ଅହମ୍ମଦ ଲୋନକୁ ଗିରଫ କରିଛି।…