ଆଜିର ଖବର ନାମାଙ୍କନର ଶେଷ ଦିନରେ ବି ପ୍ରାର୍ଥୀ ବଦଳାଇଲା କଂଗ୍ରେସ : ବଡ଼ଚଣାରୁ ଅଜୟ ଦାସ ଓ ନିମାପଡ଼ାରୁ ଦିଲ୍ଲୀପ ନାୟକଙ୍କୁ ଟିକେଟ ପ୍ରଥମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରାଜ୍ୟ କଂଗ୍ରେସର ଟିକେଟ ବିବାଦ ତୁଟୁନି। ନାମାଙ୍କନର ଶେଷଦିନରେ ବି ପୁଣି ଥରେ କଂଗ୍ରେସ ପ୍ରାର୍ଥୀ…