ଆଜିର ଖବର ଡାକ୍ତରୀ ପ୍ରେସକ୍ରିପସନ ନଥିଲେ କଫ ସିରଫ ମନା ଭୁବନେଶ୍ଵର : ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ବିକ୍ରି ହୋଇପାରିବ ନାହିଁ କଫ ସିରଫ । ଏବେ କଫ ସିରଫକୁ ନିଶା ଭାବେ ବ୍ୟବହାର କରୁଛନ୍ତି ନିଶାଡି ।…