Categories
ଫଟୋ ଖବର

ଲକଡାଉନ ସମୟରେ ଆକାଶ ମାର୍ଗରୁ ନିଆଯାଇଥିବା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଅଞ୍ଚଳର ଦୃଶ୍ୟ

ଭୁବନେଶ୍ବର, ଲକଡାଉନ ସମୟରେ ସାରା ରାଜ୍ୟ ଶୂନଶାନ, ଏପରି ସମୟରେ ନା ଅଛି କୋଳାହଳ ନା ଅଛି ଗାଡିର ବିକଟାଳ ଶଦ୍ଦ। ଏପରି ଶାନ୍ତ ସମୟରେ ଆକାଶ ମାର୍ଗରୁ ନିଆଯାଇଥିବା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଅଞ୍ଚଳ।