ଜାତୀୟ ଖବର ଏନଡିଏ-ଇଣ୍ଡି ମେଣ୍ଟକୁ ଫାଇଦା ଦେଉଥିବା ସର୍ଭେ ତଥ୍ୟ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଆକଳନ ତୀବ୍ର ହୋଇଛି। ଏଥିପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଏବେ ନିର୍ବାଚନ ତାରିଖକୁ ଅପେକ୍ଷା କରିଛନ୍ତି।…