ଜାତୀୟ ଖବର ଗେମ୍ ଚେଞ୍ଜର ପାଲଟିଗଲା ଆରଏସଏସର ‘ଅକ୍ଷତ ନିମନ୍ତ୍ରଣ କାର୍ଯ୍ୟକ୍ରମ’: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜେପିକୁ ମିଳିଲା ବଡ଼ ଉତ୍ସାହ ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି ବିରୋଧୀ ଦଳର ସମସ୍ତ ରାଜନୈତିକ ଦଳ। ସମସ୍ତଙ୍କର ନିଜର ଯୁକ୍ତି ଥିଲା। କେହି କେହି ଏହାକୁ…