ଆଜିର ଖବର ଚଳିତ ବର୍ଷ ନିର୍ବାଚନ ଲଢିବେନି ତଥାଗତ ଶତପଥୀ ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବିଜେଡିର ଲୋକସଭା ସାଂସଦ ତଥାଗତ ଶତପଥୀ। ରାଜନୀତି ବଦଳରେ ସେ ଏବେ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି।…