ବିଶେଷ ଖବର ଇଡି ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ରାୟର ପ୍ରଭାବ କ’ଣ ପଡ଼ିବ?, ନିର୍ବାଚନ ପୂର୍ବରୁ ବଢ଼ିବ ବିରୋଧୀ ଦଳର ସମସ୍ୟା! ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ସୁପ୍ରିମକୋର୍ଟ ଇଡି ତଦନ୍ତକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ଇଡିର ରାଡାରରେ ଥିବା ବିରୋଧୀ ଦଳର ନେତାଙ୍କ ଅସୁବିଧା…