ବିଶେଷ ଖବର ଲୋକକଳାକାରଙ୍କ ପାଇଁ ଖୁସି ଖବର, ବିଭିନ୍ନ ସରକାରୀ ଯୋଜନାର ପ୍ରସାର ପାଇଁ ହେବେ ସାମିଲ ଭୁବନେଶ୍ବର: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ। ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ…