ଆଜିର ଖବର ରିଲିଜ୍ ହେଲା ମୋଦିଙ୍କ ବାୟାପିକ୍ର ୯ଟି ଲୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବଲିଉଡ୍ ଲୋକପ୍ରିୟ ଅଭିନେତା ବିବେକ୍ ଓବରୟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ…