ଜାତୀୟ ଖବର ପୁଣି ମହଙ୍ଗା ମାଡ: ବୃଦ୍ଧି ପାଇଲା ନୂତନ ଏଲପିଜି ସଂଯୋଗର ମୂଲ୍ୟ, ଜାଣନ୍ତୁ କେତେ ବଢିଲା ଦର ନୂଆଦିଲ୍ଲୀ: ସାଧାରଣ ଲୋକମାନେ କ୍ରମାଗତ ଭାବରେ ମହଙ୍ଗା ମାଡ ଅନୁଭବ କରୁଛନ୍ତି ଏବଂ ଆଜି LPG ସଂଯୋଗ ବିଷୟରେ ଏକ ଚିନ୍ତାଜନକ ଖବର ଆସିଛି। ବର୍ତ୍ତମାନ ଏକ…