ଆଜିର ଖବର ୧୦ ଦଫା ଦାବି ନେଇ ଲୋୟର ପିଏମ୍ଜିଠାରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ବିଶାଳ ସମାବେଶ ଭୁବନେଶ୍ବର, ୨୪/୧୧: (ସମୀକ୍ଷା ବ୍ୟୁରୋ): ଆଜି ଭୁବନେଶ୍ବରସ୍ଥିତ ଲୋୟର ପିଏମ୍ଜିଠାରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଂଘ ୧୦ ଦଫା…