ଜାତୀୟ ଖବର ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର: ମିଳିବ ୩୦୦ ଟଙ୍କାର ସବସିଡି, ଖର୍ଚ୍ଚ ହେବ ୧୨ ହଜାର କୋଟି ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ୧୨,୦୦୦ କୋଟି ଟଙ୍କାର ସବସିଡିକୁ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ…