ଆଜିର ଖବର ହାରିବା ସତ୍ତ୍ୱେ ଇତିହାସ ରଚିଲା RCB: ଭାଙ୍ଗିଲା ଚେନ୍ନାଇ ସୁପର କିଙ୍ଗ୍ସର ରେକର୍ଡ ନୂଆଦିଲ୍ଲୀ: ଗୁରୁବାର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସଠାରୁ 9 ରନ୍ରେ ପରାସ୍ତ ହୋଇଛି। ବର୍ଷା ପ୍ରଭାବିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ…