ଆଜିର ଖବର ପରବର୍ତ୍ତୀ କକ୍ଷପଥକୁ ଯିବାରେ ବିଫଳ ହେଲା ରୁଷିଆର ଲୁନା-୨୫: ବୈଷୟିକ ତ୍ରୁଟି ଯୋଗୁଁ ଜରୁରୀ ପରିସ୍ଥିତି ସୃଷ୍ଟି ନୂଆଦିଲ୍ଲୀ: ରୁଷିଆର ଲୁନା-୨୫ ମହାକାଶଯାନରେ ଶନିବାର ବୈଷୟିକ ତ୍ରୁଟି ଦେଖାଦେଇଛି। ଅବତରଣ ପୂର୍ବରୁ କକ୍ଷପଥ ପରିବର୍ତ୍ତନ ବେଳେ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାକାଶ ଯାନ…