MaaBhagabati

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଓବିସିସି ର ଏକ ଉଚ୍ଚସ୍ତରୀୟ ଟିମ ଗତକାଲି ଅନୁଧ୍ୟାନ କରିଛନ୍ତି।…