ଆଜିର ଖବର ଭାରତ କୁ ଆଉ ଏକ ସାନିଆ ମିର୍ଜା ମିଳିଛି କି?: ଜାଣନ୍ତୁ କିଏ ଏହି ୧୬ ବର୍ଷିୟା ଯୁବ ଖେଳାଳି? ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ପରେ ଦେଶ ଏବେ ଏହି ଖେଳରେ ଆଉ ଏକ ଷ୍ଟାର ଖେଳାଳି ପାଇପାରେ। ସାନିଆ ଟେନିସ୍ରେ ସାରା…