ଆଜିର ଖବର ଓୱାଇସିଙ୍କ ଗଡ଼ ଭାଙ୍ଗି ପାରିବେ କି ବିଜେପିର ମାଧବୀ ଲତା?: ଜାଣନ୍ତୁ କଣ ସଂକେତ ଦେଉଛି ଭୋଟ୍ ଧାରା ହାଇଦ୍ରାବାଦ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ଦିନ ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଯାଇଛି। ଏହି ଆସନରେ…