ଜାତୀୟ ଖବର ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଭାରତୀୟ ଜାତୀୟ କଂଗ୍ରେସ ପାଇଁ ସଙ୍କଟର ମେଘ ସାମ୍ପ୍ରତିକ ସମୟରେ ଦୂର ହେବାର କୌଣସି ସଙ୍କେତ ଦେଖାଉ ନାହିଁ। ଚଳିତ ବର୍ଷ ଜୁନ୍ ମାସରେ…