ଆଜିର ଖବର ଆସ୍ଥା ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଲେ କମଲନାଥ ଭୋପାଳ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଫ୍ଲୋର ଟେଷ୍ଟ ପୂର୍ବରୁ ସରେଣ୍ଡର କଲେ କମଲନାଥ। କମଲନାଥ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।…