ଜାତୀୟ ଖବର ସାଉଦି ଆରବରୁ ପାଟନା-ଆମେଠି ଦେଇ ସ୍ୱିଜରଲ୍ୟାଣ୍ଡ: ହଠାତ୍ ଦେଶ ବିଦେଶରେ ସକ୍ରିୟ ସ୍ମୃତି ଇରାନୀ ନୂଆଦିଲ୍ଲୀ: ମୋଦି ସରକାରଙ୍କ ଅନ୍ୟତମ ମନ୍ତ୍ରୀ ସ୍ମୃତି ଇରାନୀ ଦେଶ ବିଦେଶରେ ବେଶ୍ ସକ୍ରିୟ ଅଛନ୍ତି । ଯଦିଓ ନିଜେ ପ୍ରଧାନମନ୍ତ୍ରୀଙ୍କ ସକ୍ରିୟତା ଶୀର୍ଷରେ ପହଞ୍ଚିଛି, କିନ୍ତୁ…