ଆଜିର ଖବର IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା ନୂଆଦିଲ୍ଲୀ: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ODI ସିରିଜ୍ ସମୟରେ KL ରାହୁଲ ମହାକାଳେଶ୍ୱର ମନ୍ଦିର ଦର୍ଶନ କରିଛନ୍ତି। ତୃତୀୟ ODI ଜାନୁଆରୀ 18 ତାରିଖରେ ରବିବାର ଇନ୍ଦୋରରେ…