ଆଜିର ଖବର ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ ଭୁବନେଶ୍ୱର: ତଳମୁଣ୍ଡ ଆଡକୁ ଘୁ ଘୁ ହୋଇ ମାଡ଼ି ଆସୁଛି ବନ୍ୟାଜଳ। ମହାରୂପ ଦେଖାଇଛି ମହାନଦୀର। ଅଥଳ-ଥଳ ପାଣି… ଆଖି ପାଉନଥିବା ବିଶାଳ ଅବତାର। ହୀରାକୁଦର ମୋଟ୍…