ଆଜିର ଖବର ମହାନଦୀ ବୈଠକ ବିଫଳ, ମାର୍ଚ୍ଚ ୯ରେ ଚୂଡ଼ାନ୍ତ ଶୁଣାଣୀ ମହାନଦୀ ଜଳବିବାଦ ମାମଲାର ଆପୋଷ ବୁଝାମଣା ପାଇଁ ବସିଥିବା ବୈଠକ ବିଫଳ ହୋଇଛି। ଦୁଇ ରାଜ୍ୟର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବା ସୂଚନା ମିଳିଛି ।…