ଆଜିର ଖବର ବର୍ଷେ ବଢିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି ଭୁବନେଶ୍ୱର: ଆଉ ବର୍ଷେ ବଢିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି । ୨୦୨୭ ଜାନୁଆରୀ ୧୩ ଯାଏଁ ଏହି ଟ୍ରିବ୍ୟୁନାଲ୍ର ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।…