maharathy

ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଲାନି। ଆସନ୍ତା ୨୭ ପର୍ଯ୍ୟନ୍ତରେ ଜେଲରେ ରହିବେ ଏହି ବିଜେଡି ବିଧାୟକ…