ଆଜିର ଖବର କେସିଆର ବାୟୋପିକ୍ ନିର୍ମାଣ କରିବେ ରାମ ଗୋପାଳ ବର୍ମା ବିବାଦୀୟ ଫିଲ୍ମ ମେକର ରାମଗୋପାଳ ବର୍ମା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କାଲଭାକୁନ୍ତଲା ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଜୀବନିକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ନିକଟରେ ଏନ୍ଟିଆରଙ୍କ ଜୀବନଦିକୁ ନେଇ…