ଆଜିର ଖବର ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ ନୂଆଦିଲ୍ଲୀ; ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସିନ୍ଧୁ ସିଧାସଳଖ ସେଟ୍ରେ ଚାଇନିଜ୍ ତାଇପେର ସୁଙ୍ଗ ଶୁଓ-ୟୁନ୍ଙ୍କୁ…