ଆଜିର ଖବର ପ୍ରଖ୍ୟାତ ମାଲାୟାଲମ୍ କବି ଅକ୍କିଥମ୍ ଅଚ୍ୟୁଥାନଙ୍କୁ ପ୍ରଦାନ କରାଗଲା ଜ୍ଞାନପୀଠ ପୁରସ୍କାର କେରଳ, ପ୍ରଖ୍ୟାତ ମାଲାୟାଲମ୍ କବି ଅକ୍କିଥମ୍ ଅଚ୍ୟୁଥାନ୍ ନାମ୍ବୋଥୀରଙ୍କୁ ପ୍ରଦାନ କରାଯାଇଛି ଜ୍ଞାନପୀଠ ପୁରସ୍କାର। ଆଜି ତାଙ୍କ ବାସଭବନ ‘ଦେବନାମ୍’ରେ କେରଳ ସଂସ୍କୃତି ମନ୍ତ୍ରୀ ଏ. ବାଲାନ୍…