ଆଜିର ଖବର “ଜିଦ୍ ଛାଡନ୍ତୁ ମୁଇଜ୍ଜୁ”: ଭାରତ ସହ ସମ୍ପର୍କ ସୁଦୃଢ କରିବାକୁ ପରାମର୍ଶ ଦେଲେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ନୂଆଦିଲ୍ଲୀ: ମାଲଦ୍ୱୀପରେ ନୂତନ ସରକାର ଆସିବା ପରେ ଭାରତ ସହ ସମ୍ପର୍କର ଦୂରତା ବଢୁଛି। ଏହି ସମୟରେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ତାଙ୍କ…