ଅପରାଧ ଦରମା ନ ବଢାଇବାରୁ ମାଲିକକୁ ହତ୍ୟାକରି କୂଅରେ ଫୋପାଡିଲା ଯୁବକ ନୂଆଦିଲ୍ଲୀ : ଦିଲ୍ଲୀର ଢିଚାଉ ନିକଟ ଏକ କୂଅରୁ ଶୁକ୍ରବାର ସନ୍ଧ୍ୟାରେ ଏକ 45 ବର୍ଷୀୟ ବ୍ୟକ୍ତିଙ୍କର ଶବ ମିଳିଥିଲା । ପୋଲିସ୍ ଏହି ଘଟଣାର ତଦନ୍ତ…