ରାଜ୍ୟ ଖବର ଗମ୍ଭାରୀମୁଣ୍ଡା ତିନୋଟି ମନ୍ଦିରରୁ ବଡଧରଣର ଚୋରି ସମୀକ୍ଷା ବ୍ୟୁରୋ ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର…