ଆଜିର ଖବର ଆମେରିକୀୟ କଣ୍ଠଶିଳ୍ପୀ ତଥା ଗ୍ରାମି ପୁରସ୍କାର ବିଜେତା ମାଣ୍ଡିସାଙ୍କ ୪୭ ବର୍ଷ ବୟସରେ ନିଧନ ନୂଆଦିଲ୍ଲୀ: ଆମେରିକୀୟ ଆଇଡଲ୍ ବିଜେତା ତଥା ଗ୍ରାମୀ ପୁରସ୍କାର ବିଜେତା କଳାକାର ମାଣ୍ଡିସାଙ୍କୁ ତାଙ୍କ ଘରେ ରହସ୍ୟମୟ ଭାବେ ମୃତଦେହ ମିଳିଛି। ତାଙ୍କ ମୃତ୍ୟୁ ଘଟଣାରେ ପୋଲିସ…