ଆଜିର ଖବର ଛାତ୍ରଛାତ୍ରୀଙ୍କ ସ୍ୱରକୁ ଗମ୍ଭୀରତାର ସହ ଶୁଣିବା ଉଚିତ”: NEET ପ୍ରସଙ୍ଗରେ କହିଲେ ମିସ୍ ଇଣ୍ଡିଆ ୟୁନିଭର୍ସ ନୂଆଦିଲ୍ଲୀ: ମିସ୍ ଇଣ୍ଡିଆ ୟୁନିଭର୍ସ ମଣିକା ବିଶ୍ୱକର୍ମା NEET ପ୍ରସଙ୍ଗରେ ଦିଲ୍ଲୀରେ ପ୍ରତିବାଦ କରୁଥିବା ଯୁବପିଢିଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଜୟପୁରରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ,…