ଆଜିର ଖବର ମାଣିକେଶ୍ବରୀଙ୍କୁ ଦର୍ଶନ କଲେ ନବୀନ : ଲୋକଙ୍କ ବିପୁଳ ସମର୍ଥନ ରହିଛି, କହିଲେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ମାରାଥନ ପ୍ରଚାର ଆରମ୍ଭ କରିବା ପୂର୍ବରୁ ମାଣିକେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଣିକେଶ୍ବରୀଙ୍କ ଦର୍ଶନ ପରେ ପ୍ରଚାର ଆରମ୍ଭ କଲେ ନବୀନ। ଭବାନୀପାଟଣା ଆଇବିରୁ…