ଆଜିର ଖବର ଶୀତ ଅଧିବେଶନ ପୂର୍ବରୁ ସଂସଦରେ ବଡ଼ ହଲଚଲ, ସରକାରଙ୍କ ଯୋଜନାକୁ ନେଇ ବିରୋଧୀଙ୍କ ପ୍ରଶ୍ନ ନୂଆଦିଲ୍ଲୀ : ଶୀତକାଳୀନ ଅଧିବେଶନ ପୂର୍ବରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ଚର୍ଚ୍ଚା ଜୋରଦାର। ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିବା ଆଳରେ ସୀମା ନିର୍ଦ୍ଧାରଣ…