ଆଜିର ଖବର ଅଶ୍ବିନ୍ଙ୍କ ମଙ୍କଡିଂକୁ ଟ୍ରାଫିକ୍ ସଚେତନତା ପାଇଁ ବ୍ୟବହାର କଲା କୋଲକାତା ପୋଲିସ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍ ଆଇପିଏଲ୍ର ପ୍ରଥମ ମଙ୍କଡ ଆଉଟ କରିବା ପରେ ଏହାକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା। ମାତ୍ର କଲିକତା ଟ୍ରାଫିକ୍ ପୋଲିସ…