ଆଜିର ଖବର ଅପରେସନ ସିନ୍ଦୁର ଉପରେ ଏମିତି କ’ଣ କହିଲେ ପୂର୍ବତନ ସେନା ମୁଖ୍ୟ?: ପାକିସ୍ତାନର ବଢିଲା ଟେନସନ ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ, ଭାରତୀୟ ସେନା କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଏବଂ…