ଆଜିର ଖବର ଜଣେ ପ୍ରବାସୀ ଓଡ଼ିଆ ସାରସ୍ୱତ ସାଧିକାଙ୍କ ‘ଅଷ୍ଟନାୟିକା’: ପରମ୍ପରା ଓ ପ୍ରତିଭାର ପରିଣତ ପ୍ରଦର୍ଶନ ଭୁବନେଶ୍ୱର: ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ମହୋତ୍ସବରେ ଯୋଗଦେବା ପାଇଁ ଆସିଥିବା ଉତ୍ସାହୀ ପ୍ରବାସୀ ଓଡ଼ିଆମାନଙ୍କ ଭିତରେ ଅଛନ୍ତି ଆମେରିକା ନିବାସୀ ସାରସ୍ୱତ ସାଧିକା ମନୋରମା…