ସଂସ୍କୃତି ବାଲୁକା କଳାରେ ବିଶ୍ବବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ, ପୁରୀ ବେଳା ଭୂମିରେ ନିର୍ମାଣ କଲେ ୧୨ ଫୁଟ ଉଚ୍ଚତାର ବାଲୁକାକଳା ସମୀକ୍ଷା ବ୍ୟୁରୋ ନୂଆ ବର୍ଷର ଅଭିନନ୍ଦନ। କିଏ କେଉଁ ପ୍ରକାରର ଅଭିନନ୍ଦନ ଜଣାଉଥିବା ବେଳେ ଜଣେ ବାଲୁକାଶିଳ୍ପୀ ବିଶ୍ବବାସୀଙ୍କୁ ତାଙ୍କର କଳା ଚାତୁରୀରେ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ…