ଆଜିର ଖବର ଏଣିକି ସାବଧାନ, ମାସ୍କ ନ ପିନ୍ଧିଲେ ଜରିମାନା, ଦୁଇ ଶହରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ଏହି ଜରିମାନା ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାର ବେଶ୍ କଡା ପଦକ୍ଷେପ ନେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଲକ୍ ଡାଉନ୍ର ଅବଧିକୁ…